ଜି.ଉଦୟଗିରି,୨୯/୧୧(ଡି.ଏଚ/ରାହୁଲ ଜେନା) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଯାଞ୍ଚ ପରେ ଆଜି ଅଧକ୍ଷାଙ୍କ ଭାଗ୍ୟ ପରୀକ୍ଷା ଥିଲା ଆଜି ୮ ଜଣ ସରପଞ୍ଚ ଓ ଚାରି ଜଣ ସମିତି ସଭ୍ୟ ସଭ୍ୟା ଭୋଟ ଦେଇଛନ୍ତି lଏହାକୁ ଘୋଷଣା କରିବେ ଜିଲ୍ଲାପାଳ ଏନେଇ ଜି ଉଦୟଗିରି ବ୍ଲକର ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି l





















