Friday, November 6, 2026
ADVERTISEMENT
Home କନ୍ଧମାଳ କନ୍ଧମାଳ ଅଞ୍ଚଳବାସି ସକାଳ କୁହୁଡ଼ିର ମଜା ନେଉଛନ୍ତି

କନ୍ଧମାଳ ଅଞ୍ଚଳବାସି ସକାଳ କୁହୁଡ଼ିର ମଜା ନେଉଛନ୍ତି

325
ADVERTISEMENT

ବାଲିଗୁଡ଼ା,୨୮ା୧୧(ଡି.ଏଚ/ଟିକି ଦାଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଶୀତର ପ୍ରକୋପ କମ ଥିବାବେଳେ ଘନ କୁହୁଡ଼ି ଦେଖିବାକୁ ମିଳିଛି ତାପମାତ୍ରା ୧୭ଡିଗ୍ରୀ ରହୁଥିବାବେଳେ ମେଘୁଆ ରହୁଛି ଏ ମଜା ନେବା ପାଇଁ ସକାଳୁ ଉଠି ଲୋକେ ପ୍ରାତଃ ଭ୍ରମଣ କରିଥାନ୍ତି ଓ ଯାନବାହାନ ବହୁତ କଷ୍ଟରେ ଚଲାଇ ଥାନ୍ତି ଗରିବ ଆଦିବାସୀ ମହିଳାମାନେ ବହୁତ କଷ୍ଟରେ ପେଟପାଟଣା ପାଇଁ ରାତି ୪ ଟାରୁ ଉଠି ଜାଳେଣି କାଠ ବିକ୍ରି କରିବାକୁ ଆସିଥାନ୍ତି ।

Advertisement