କୋଟଗଡରେ ସନ୍ଥ ଆଶରାମବାପୁ ଡ଼ିଗ୍ରୀ କଲେଜରେ ସମ୍ଭିଧାନ ଦିବସ ପାଳନ

520
ADVERTISEMENT

କୋଟଗଡ,୨୭।୧୧(ଡି.ଏଚ/ ନଳିନୀ କାନ୍ତ ମିଶ୍ର): କୋଟଗଡରେ ସନ୍ଥ ଆଶରାମବାପୁ ଡ଼ିଗ୍ରୀ କଲେଜର ଏକ ସାଧାରଣ ସଭା ଆୟ ଜନ କରାଯାଇଥିଲା, ସେଥିରେ ମୁଖ୍ୟ ବକ୍ତl ରୂପେ କୋଟଗଡ ତହସିଲଦlର ଶ୍ରୀଯୁକ୍ତ ଲକ୍ଷ୍ମଣ ସୁରେନ ଅଡିସିନlଲ ତହସିଲଦାର ସୌମ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ମହା ବିଦ୍ୟାଳୟର ଅଧ୍ୟlପିକା ଓ ଅଧ୍ୟlପିକାଙ୍କୁ ସମ୍ଭିଧାନ ଦିବସ ପାଳନ ବିଷୟରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥଲେ ଓ ମହା ବିଦ୍ୟାଳୟର ସମସ୍ତଙ୍କ ସାଥିରେ ଏକ ରାଲି ବାହାରି ମାର୍କେଟରେ ପ୍ରଚାର କରି ଲୋକଙ୍କୁ ସଚେତନl କରାଇ ଥଲେ ।

Advertisement