Friday, November 6, 2026
ADVERTISEMENT
Home କନ୍ଧମାଳ କାର୍ଯ୍ୟରତ ଥାନା ଅତିରିକ୍ତ ଉପ ଅଧିକାରୀଙ୍କ ଵୟୋଗରେ, ଶାନ୍ତି ପାର୍ଥନା

କାର୍ଯ୍ୟରତ ଥାନା ଅତିରିକ୍ତ ଉପ ଅଧିକାରୀଙ୍କ ଵୟୋଗରେ, ଶାନ୍ତି ପାର୍ଥନା

269
ADVERTISEMENT

ଦାରିଙ୍ଗବାଡ଼ି,୨୬।୧୧: (ଡି.ଏଚ/ପ୍ରିୟ ରଞ୍ଜନ ନାୟକ ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ସ୍ବର୍ଗତ ଅତିରିକ୍ତ ଉପ ଅଧିକାରୀ ଶ୍ରୀ ଭୀମ ରାଓ ରେଡ଼ିଙ୍କ ଅଚାନକ ବ୍ରହ୍ମପୁରର ଏକ ଘରୋଇ ମେଡ଼ିକାଲରେ ଦେହାନ୍ତ ହୋଇଥିଲା । ସେ ଦାରିଙ୍ଗବାଡ଼ି ଥାନାରେ ଅତିରିକ୍ତ ଉପ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ ଯାହାକି ଦାରିଙ୍ଗବାଡ଼ି ପାଇଁ ଶୋକର ଛାୟା ପାଲଟିଯାଇଛି ଶ୍ରୀ ରେଡ଼ିଙ୍କ ବିୟୋଗରେ ଦାରିଙ୍ଗବାଡ଼ି ମେଡ଼ିକାଲ କର୍ମଚାରୀ ଦାରିଙ୍ଗବାଡ଼ି ଥାନା ଓ ଦାରିଙ୍ଗବାଡ଼ି ଜନସାଧାରଣଙ୍କ ତରଫରୁ ମହମ ବତୀ ଶୋଭାଯାତ୍ରା କରାଯାଇ ୨ ମିନିଟର ଶାନ୍ତି ପ୍ରାର୍ଥନା କରାଯାଇଥିଲା ।

Advertisement