Friday, September 25, 2026
ADVERTISEMENT
Home କନ୍ଧମାଳ ରାଜ୍ୟ ପରିବହନ ବିଭାଗ ତରଫରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକିୟା ଆରମ୍ଭ

ରାଜ୍ୟ ପରିବହନ ବିଭାଗ ତରଫରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକିୟା ଆରମ୍ଭ

386
ADVERTISEMENT

ଦାରିଙ୍ଗବାଡ଼ି୨୪।୧୧(ଡି.ଏଚ/ ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି ରାଜ୍ୟ ପରିବହନ ବିଭାଗ ତରଫରୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏକ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକର ବହୁତ ଜନସାଧାରଣ ଯୋଗଦେଇ ଲାଇସେନ୍ସ ଆବେଦନ କରିଥିବା ସହ ଫୋଟ ମଧ୍ୟ୍ୟ ଉଠାଯାଇଥିଲା ଏହା ହେବା ଫଳରେ ଲୋକଙ୍କୁ ବହୁତ ସୁବିଧା ଏବଂ କମ ଖର୍ଚ୍ଚରେ ଡ୍ରାଇଭିଂ ଲାଇସେନ୍ସ ହେଉଛି ବୋଲି ଆସିଥିବା ଜନସାଧାରଣ କହିବା ସହ ବହୁତ ଖୁସି ଅନୁଭବ କରଛନ୍ତି ।

Advertisement