କୋଟଗଡ,୨୪।୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର ) : ଶ୍ରୀ ସତ୍ୟ ସାଇ ବାବାଙ୍କ ୯୪ ତମ ଜନ୍ମ ଉତ୍ସବ ତା ୨୩/୧୧ରିଖ ଶନିବାର ଦିନ ସାଇ ବିହାର କୋଟଗଡରେ ମହାସମାରୋହରେ ପାଳନ କରାଗଲା l ଏହି କାର୍ଯ୍ୟକ୍ରମରେ ଜରା ନିବାସର ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଗଲା ଓ ମେଡିକାଲ ରେ ସକାଳେ କ୍ଷୀର, କମଳା ଓ ସେଓ ବଣ୍ଟନ କରାଯାଇଥିଲା ଓ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ଏହାକୁ ଶ୍ରୀ ସତ୍ୟ ସାଇ ଭଜନ ମଣ୍ଡଳୀ ସୁଚାରୁ ରୂପେ ପରିଚାଳନା କରିଥିଲେ l






















