କୋଟଗଡ,୨୨ା୧୧((ଡି.ଏଚ/ନଳିନୀ କାନ୍ତ ମିଶ୍ର) : ଡାକ୍ତର ଅଚ୍ୟୁତ ସାମନ୍ତଙ୍କ KIMS ହସ୍ପିଟାଲର 5 ଜଣିଆ ଡାକ୍ତରୀ ଟିମ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଗତ ୧୭/୧୧/୧୯ରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରତ୍ୟେକ ମାସରେ କୋଟଗଡ ବ୍ଲକର ପ୍ରତି ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ l ଏହି ଆୟୋଜନରେ M.P ପ୍ରତିନିଧି ମୋନଜ ସାବତ, ବ୍ଲକ କୋଡିନେଟର ମହେନ୍ଦ୍ର ପଣ୍ଡା (ପପୁ ), ଶରଜ ମାର୍କଣ୍ଡ, ବିଭୁତି ମଣ୍ଡଳ ଓ ଦେବାଶିଷ କାର୍ଯ୍ୟ ପରିଚାଳନା କରିଥିଲେ l






















