Friday, November 6, 2026
ADVERTISEMENT
Home କନ୍ଧମାଳ ନଦୀରେ ଗାଧେଇବା ବେଳେ ଗୋଡ ଖସି ଏକ ଗଣ୍ଡ ଭିତରେ ବୁଡି ଯାଇ ଏକ ବୃଦ୍ଧଙ୍କ...

ନଦୀରେ ଗାଧେଇବା ବେଳେ ଗୋଡ ଖସି ଏକ ଗଣ୍ଡ ଭିତରେ ବୁଡି ଯାଇ ଏକ ବୃଦ୍ଧଙ୍କ ମୃତ୍ୟୁ

414
ADVERTISEMENT

କୋଟଗଡ,୨୧।୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କୋଟଗଡ ବ୍ଲକ ଦୁର୍ଗା ପଙ୍ଗl ପଞ୍ଚାୟତର ଭାଣ୍ଡେରି ଗ୍ରାମର ଆଦି ମାଝୀ ୬0ବର୍ଷ ବୟସ ଗତକାଲି ସନ୍ଧ୍ୟାରେ ନଦୀକୁ ଗାଧେଇବା ପାଇଁ ଯାଇଥିବା ସମୟରେ ଗୋଡ ଖସି ଏକ ଗଣ୍ଡ ଭିତରେ ବୁଡି ଯାଇଥିଲେ l ଗ୍ରାମ ଵାସି ବହୁତ ଖୋଜାଖୋଜି କରିବା ପରେ ଶବନ ମିଳିବାରୁ କୋଟଗଡ ଅଗ୍ନି ସମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ l ଅଗ୍ନି ସମ ବିଭାଗ ତୁରନ୍ତ ଖବର ପାଇ କାର୍ଯ୍ୟକର୍ତା ମାନେ ଦିଗାମ୍ବର ମଲିକ, ଗୁଣନିଧି ପ୍ରଧାନ, ଆର. ଦୁର୍ଯ୍ୟ ରେଡି, ଲୋକନାଥ ବିଶୋଇ, ଦିନମଣି ଭୋଇ, ପ୍ରକାଶ ସ୍ୱାଇଁ ଓ ଗ୍ରାମ ବାସି ବୃନ୍ଦ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରି ଶବ ବାହାର କରିଥିଲେ l

Advertisement