Friday, November 6, 2026
ADVERTISEMENT
Home କନ୍ଧମାଳ ମଦକୁ ବିରୋଧ କରି ଆନ୍ଦୋଳନ କରିବାକୁ ଚେତାବନୀ

ମଦକୁ ବିରୋଧ କରି ଆନ୍ଦୋଳନ କରିବାକୁ ଚେତାବନୀ

382
ADVERTISEMENT

ବାଲିଗୁଡା,୨୦ା୧୧(ଡି.ଏଚ/ ପ୍ରଶାନ୍ତ ପାତ୍ର) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ପଞ୍ଚାୟତରେ ମଦ ବନ୍ଦ କରିବା ପାଇଁ ଏକ ବୈଠକ କରାଯାଇଛି ଏହି ବୈଠକରେ ଗୁଟିଙ୍ଗିଆ, ବଣ୍ଡଗୁଡ଼ା ସାରଙ୍ଗଡ଼ର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ । କନ୍ଧମାଳ ଜିଲ୍ଲା ବିଭିନ୍ନ ଜାଗାରେ ମଦକୁ ବିରୋଧ କରିଆସୁଥିବାବେଳେ ସରକାର ଏହାକୁ ପୁଣି ଥରେ ମଦ ଦୋକାନ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି ଏହା ଉପରେ କନ୍ଧମାଳ ସମସ୍ତ ପଞ୍ଚାୟତ ଏକ ହୋଇ ଆଗକୁ ପ୍ରଶାସନଙ୍କୁ ଦାବିପତ୍ର ଦିଆଯିବ ବୋଲି ସ୍ଥିର କରିଛନ୍ତି।

Advertisement