Friday, November 6, 2026
ADVERTISEMENT
Home କନ୍ଧମାଳ ନୂତନ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ନୂତନ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

349
ADVERTISEMENT

କୋଟଗଡ଼,୨୦ା୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ନୂତନ ଭାବେ 308ଜଣ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଟଗଡ଼ ବ୍ଲକ କନ୍ଧମାଳ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକ ଉପାଧକ୍ଷ ଜି.ଭି.ଆର ପାନ୍ତୁଲୁ, ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ଜ଼ିଲ୍ଲା ପରିଷଦ ସଭ୍ୟା ଲୁଦୂ ପାଟମାଝୀ, ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସମସ୍ତେ ଉପସ୍ଥିତ ରହିଥିବା ସହ ଅନ୍ୟ ମାନେ ସୋହଯୋଗ କରିଥିଲେ ।

Advertisement