Friday, November 6, 2026
ADVERTISEMENT
Home କନ୍ଧମାଳ ନିଯୁକ୍ତି ଭିତ୍ତିକ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ନିଯୁକ୍ତି ଭିତ୍ତିକ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

280
ADVERTISEMENT

କନ୍ଧମାଳ,୧୮।୧୧(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଭାଗୃହ ଠାରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ କରାଯାଇଛି ଏହି ଶିବିରରେ ମୁଖ୍ୟ ଅତିଥି ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଡେ଼ପୁଟି ସିଇଓ ଡ଼ିପି ଭୂୟାଁ ଜିଲ୍ଲା ସଂଯୋଜକ, ଭବାନୀ ଶଙ୍କର ଦାସ, ଆକାଉଣ୍ଟସ ଅଫିସର କ୍ଷେତ୍ରବର ଜାନି, ଓଡ଼ିଆ ଜୀବିକା ମିଶନ ବିପିଏମ ଅକ୍ଷୟ କୁମାର ପ୍ରଧାନ, ବ୍ଲକ ସଂଯୋଜକ ସୁଦର୍ଶନ ବେହେରା, କାଳିଦାସ ଡିଗାଲ, ସଦାନନ୍ଦ ମଲିକ ଯୋଗଦେଇ ସଫଳ ରୂପାୟନ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କୋଣ ଅନୁକୋଣରୁ ବହୁ ଆଶାୟୀ ତାଲିମାର୍ଥୀ ସ୍ୱାବଲମ୍ବୀ ହେବା ପାଇଁ ନାମ ପଞ୍ଜିକରଣ କରିଥିଲେ ।

Advertisement