Friday, November 6, 2026
ADVERTISEMENT
Home କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ପ୍ରତି ବ୍ଲକରେ ମୋ ସରକାର ଉପରେ ସମାଲୋଚନା

ଜୀବିକା ସୁରକ୍ଷା ମଞ୍ଚ ତରଫରୁ ପ୍ରତି ବ୍ଲକରେ ମୋ ସରକାର ଉପରେ ସମାଲୋଚନା

374
ADVERTISEMENT

କୋଟଗଡ଼,୧୫-୧୧(ଡି.ଏଚ/ ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ ମୋଟର ସାଇକଲ ଶୋଭାଯାତ୍ରା ଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରା ପ୍ରତି ବ୍ଲକ ଭ୍ରମଣ କରି ଲୋକ ମାନଙ୍କ ପାଖରେ ପହଞ୍ଚି ଶିକ୍ଷା ସ୍ବାସ୍ଥ୍ୟ ଆମର ଅଧିକାର ଏନେଇ ମୋ ସରକାର ପ୍ରଶ୍ନ ବାଚୀ କରିଥିଲେ । କେଉଁଠି ଶିକ୍ଷକର ଅଭାବ ତ କୋଉଠି ଡାକ୍ତର ଅଭାବ ଏହି ମୌଳିକ ଅଧିକାରକୁ ସରକାର ଚାପି ରଖିବା ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଜନା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ରହିଛି ଏହାର ସମାଧାନ ଏନେଇ କମିଟିର ଆବାହକ ମାନେ ଦାବି କରିଛନ୍ତି ।

Advertisement