Friday, November 6, 2026
ADVERTISEMENT
Home ଜିଲ୍ଲା ରାମନାଗୁଡା ପୋଲିସ ତରଫରୁ ମଦରନ୍ଧା ସାମଗ୍ରୀ ଜବତ

ରାମନାଗୁଡା ପୋଲିସ ତରଫରୁ ମଦରନ୍ଧା ସାମଗ୍ରୀ ଜବତ

328
ADVERTISEMENT

ରାୟଗଡା,୧୦/୧୧(ଡି.ଏଚ/ସୁଶାନ୍ତ ମହାରଣା) : ରାୟଗଡା ଜିଲ୍ଲା ରମାନଗୁଡା ବ୍ଲକ ପରୀକ୍ଷିତ ପଞ୍ଚାୟତର କତାଗୁଡା ଗ୍ରାମ ନିକଟରେ ଏକ ଜଙ୍ଗଲରେ ୨୦୦ଲିଟର ମଦ ତିଆରି ପୋଚକୁ ଜବତ କରି ସେହି ପୋଚକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଛି । ସେଥିରେ ରାମନାଗୁଡା ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନେତୁତ୍ୱରେ ଚଢ଼ାଉ କରାଯାଇ ୨୦୦ଲିଟର ଗୁଡ ମିଶା ମହୁଲ ପୋଚାକୁ ନଷ୍ଟ କରାଯିବା ସହ ମଦରନ୍ଧା ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଜବତ କରିଛି ରାମନଗୁଡା ପୋଲିସ। ସେଠାରେ କୋୖଣସି ଲୋକ ନଥିବାରୁ ଏଥିରେ କାହାରିକୁ ଗିରଫ କରି ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Advertisement