ADVERTISEMENT
Home ଜିଲ୍ଲା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ରହିଛି ସହର ଆକାରର ୧୫ଗୁଣ ଜମି

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ରହିଛି ସହର ଆକାରର ୧୫ଗୁଣ ଜମି

432
ADVERTISEMENT

ପୁରୀ ,୮/୧୧ (ଡି.ଏଚ) : ସୁପ୍ରିମ୍‌ କୋର୍ଟଙ୍କର ଏକ ଆଦେଶନାମାରୁ ଜଣାପଡ଼ିଛି ଯେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ୬୦, ୪୧୮ ଏକର ବା ୨୪୪. ୫ ବର୍ଗ କିଲୋମିଟର ଜମି ରହିଛି। ମନ୍ଦିର ମାଲିକାନାରେ ଥିବା ଜମି ପୁରୀ ସହରର ପ୍ରାୟ ୧୫ ଗୁଣ ଆକାରର ହେବ। ପୁରୀ ସହରର ଆକାର ସମୁଦାୟ ୧୬. ୩୩ ବର୍ଗ କିଲୋମିଟର। ମନ୍ଦିର ମାଲିକାନାରେ କେତେଗୁଡ଼ିଏ ପଥର ଖାଦାନ ଏବଂ ଖଣି ମଧ୍ୟ ରହିଛି, କିନ୍ତୁ ଲାଇସେନ୍‌ସ୍‌ଧାରୀମାନେ ମନ୍ଦିରକୁ ସେବାବଦ ଦେୟ ଦେଉ ନଥିବା ଜଣାପଡିଛି ।

Advertisement