ADVERTISEMENT
Home ଆଞ୍ଚଳିକ ପୁରୀରେ ପବିତ୍ର ହେରାପଞ୍ଚମୀ ନୀତି ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଛି ।

ପୁରୀରେ ପବିତ୍ର ହେରାପଞ୍ଚମୀ ନୀତି ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଛି ।

2
ADVERTISEMENT

ପୁରୀ,୨୧|୦୭ଡ଼ି.ଏଚ ବ୍ୟୁରୋ):-ପୁରୀରେ ପବିତ୍ର ହେରାପଞ୍ଚମୀ ନୀତି ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଛି । ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ମୋହିନୀ ଚୂର୍ଣ୍ଣ ଧରି ଘଣ୍ଟ, ଛତା, କାହାଳୀ ସହ ପାଟ ପଟୁଆରରେ ପାଲିଙ୍କିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସକାଳଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନିରଥର ଦକ୍ଷିଣମୋଡ଼ ହେବା ସହ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

Advertisement