Thursday, August 13, 2026
ADVERTISEMENT
Home ଆଞ୍ଚଳିକ ୧୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହିତ ଜଣେ ଗିରଫ ।

୧୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହିତ ଜଣେ ଗିରଫ ।

7
ADVERTISEMENT

ପୁରୀ,୧୩।୦୮(ଡ଼ି.ଏଚ ବ୍ୟୁରୋ):-ପୁରୀ ଅବକାରୀ ବିଭାଗ ସ୍ଥାନୀୟ ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମ ନିକଟ ତ୍ରିନାଥ ମନ୍ଦିର ସମ୍ମୁଖରେ ଚଢ଼ାଉ କରି ୧୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ଦୁଇ ହଜାର ଟଙ୍କା ଜବତ କରିଛି । ଏଥିସହ ଜଣେ ଗିରଫ ହୋଇଥିବାବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ସତ୍ୟବାଦୀ ବରାଳ ଗ୍ରାମର ମିଥୁନ ମହାପାତ୍ର।

Advertisement