କନ୍ଧମାଳଜିଲ୍ଲା ବାଲିଗୁଡ଼ା ମହାମାୟୀ ମନ୍ଦିରରେ ବାର୍ଷିକ ଉତ୍ସବ ବହୁ ଆଡମ୍ବରର ପାଳନ By Dunia Halchal - November 3, 2019 379 Share FacebookXPinterestWhatsApp ADVERTISEMENT ବାଲିଗୁଡ଼ା,୦୩/୧୧ (ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମହାମାୟୀ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ବାଲିଗୁଡ଼ାର ବହୁ ଭକ୍ତ ବୃନ୍ଦ ଉପସ୍ଥିତ ରହି ଘୃତ ଯଂଜ୍ଞ କରାଯିବା ପରେ ପ୍ରସାଦ ସେବନ କରିଥିଲେ । Advertisement