Wednesday, September 23, 2026
ADVERTISEMENT
Home ଜିଲ୍ଲା ଏକ୍ସସାଇଜ ଡିପାର୍ଟମେଣ୍ଟ ଦ୍ୱାରା ୩000 ଲିଟର ମହୁଲ ପୋଚ ନଷ୍ଟ ଜଣେ...

ଏକ୍ସସାଇଜ ଡିପାର୍ଟମେଣ୍ଟ ଦ୍ୱାରା ୩000 ଲିଟର ମହୁଲ ପୋଚ ନଷ୍ଟ ଜଣେ ଅଟକ

321
ADVERTISEMENT

ରାୟଗଡା,୨୮।୧୦(ଡ଼ି.ଏଚ/ସୁଶାନ୍ତ ମହାରଣା ) : ଦରା କଣ୍ଡାଗରୀରେ ଆଜି excise department ର IIC ବିଜୟ ଲକ୍ଷ୍ମୀ ହୁଇକା, ସେସଖାଲ ଥାନା ଷ୍ଟାଫ ଦ୍ୱାରା ଏକ ବଡ଼ ଧାରଣର ରାଇଡ଼ ମିରବାଲି ଗ୍ରାମରେ ହୋଇଥିଲା ।ଏଥିରେ 3000 ଲିଟର ମହୁଲ ପୋଚ ନଷ୍ଟ କରାଗଲା । ଏବଂ ଜଣେ ବ୍ୟକ୍ତିଙ୍କୁ ଧରି କୌର୍ଟ ଚାଲଣ କରିଛନ୍ତି ।

Advertisement