Friday, November 6, 2026
ADVERTISEMENT
Home କନ୍ଧମାଳ ନାରୀ ସଙ୍ଘ ତରଫରୁ ମହୁଲି ପୋଚ ଜବତ

ନାରୀ ସଙ୍ଘ ତରଫରୁ ମହୁଲି ପୋଚ ଜବତ

449
ADVERTISEMENT

ବାଲିଗୁଡ଼ା, ୨୨/୧୦ (ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସମସ୍ତ ମା ଗ୍ରୁପ ମିଶି ଗଦ୍ରଙ୍ଗିଆ ଗ୍ରାମ ଏକ ଘରୁ ଚାରି ହାଣ୍ଡି ମହୁଲି ପୋଚ ଜବତ କରିଥିଲେ ।

ଏହାକୁ ଜବତ କରିବାର କାରଣ ଆମର ସ୍ୱାମୀ ଓ ଗାଁରେ ରହୁଥିବା ଛୋଟ ଛୋଟ ପିଲା ମାନେ ମଧ୍ୟ୍ୟ ଏହା ଅଭ୍ୟାସ କରି ଘର ମାନଙ୍କରେ ଝଗଡା ସୃଷ୍ଟି କରିଥାନ୍ତି ଏଥିପାଇଁ ଆଜି ଆମେ ସମସ୍ତ ମା ଗ୍ରୁପ ମିଶି ଏ ନିଷ୍ପତି ନେଇଛୁ, ଯେ ଗ୍ରାମର ଯଦି କୌଣସି ଜାଗାରେ ମଦ ବିକ୍ରି ହୁଏ ତାହାହେଲେ କାହାକୁ ଛାଡ଼ିବୁ ନାହିଁ ।

Advertisement