Thursday, November 5, 2026
ADVERTISEMENT
Home କନ୍ଧମାଳ ପଞ୍ଚାୟତ ତରଫରୁ DDU GKYର ସାମ୍ପ୍ରଦାୟିକ ବୈଠକ ଅନୁଷ୍ଠିତ

ପଞ୍ଚାୟତ ତରଫରୁ DDU GKYର ସାମ୍ପ୍ରଦାୟିକ ବୈଠକ ଅନୁଷ୍ଠିତ

343
ADVERTISEMENT

କନ୍ଧମାଳ, ୨୧/୧୦(ଡି.ଏଚ/ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ପଞ୍ଚାୟତ ତରଫରୁDeen Dayal Upadhyaya Grameen Kaushalya Yojana(DDU GKY)ଉପରେ ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତି ପଞ୍ଚାୟତର ସ୍ୱୟଂ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ଏହି ତାଲିମ ନେଇଥିବା ସହ ଜନସାଧାରଣଙ୍କ ପାଖରେ ପହଂଚି ଲୋମାନଙ୍କ ଆର୍ଥିକ ଦୁର୍ବଳତା ଓ ନିମ୍ନ ସ୍ତରର ଲୋମାନେ କିପରି ସବୁ ପ୍ରକାର ଯୋଜନା ପାଇବେ ଏନେଇ କେ. ନୂଆଗାଁ ବ୍ଲକ ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓ କୋଡ଼ିନେଟର ଶୁଶାନ୍ତ କୁମାର ଲେଙ୍କାଙ୍କ ଉପସ୍ଥିତିରେ ଏହି ବୈଠକ ଅନୂଷ୍ଠିତ ହୋଇଥିଲା ।

Advertisement