କନ୍ଧମାଳ,୧୭/୧୦ (ଡି.ଏଚ /ସୁରେଶ ପଣ୍ଡା ) : ଫୁଲବାଣୀ ସହର କୁମ୍ଭାରପଡ଼ା ଠାରେ ଲାଲ୍ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପିପୁଲସ୍ ଫୋରମ୍ ସଭାପତି ରାଧାମୋହନ ମହାପାତ୍ର ମୁଖ୍ୟ ଅତଥିଭାବେ ଯୋଗ ଦେଇ ଥିଲେ। ସଭାରେ କଂସ ମହାରାଜଙ୍କ ଦରବାର ଚାଲିଥିଲା। କ୍ଲବ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶହ ଶହ ଲୋକ ମାନେ ଯୋଗ ଦେଇଥିଲେ ।





















