Wednesday, September 23, 2026
ADVERTISEMENT
Home ଜିଲ୍ଲା ମୁନିଗୁଡାରେ ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡାରେ ମାଓବାଦୀ ପୋଷ୍ଟର, ବ୍ୟାନର୍‌

317
ADVERTISEMENT

ରାୟଗଡା, ୧୬/୧୦ (ଡି.ଏଚ) : ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ଦ୍ୱାରା ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର ଓ ପୋଷ୍ଟରଗୁଡିକ ସରକାରୀ ଫାଶିବାଦୀ ସମାଧାନ ଦମନ ବିରୋଧରେ ଲଗାଇଥିବା ଶୁଣିବାକୁ ମିଳିଛି । ଅକ୍ଟୋବର ୨୫କୁ ଓଡିଶା ଓ ଛତିଶଗଡ ବନ୍ଦକୁ ସଫଳ କର, ଫାଶିବାଦ ଦମନ ବନ୍ଦ କର, ମାଓବାଦୀ ବିପ୍ଲବୀଙ୍କୁ ମିଛ ଗୁଳି ବିନିମୟରେ ହତ୍ୟା କରିବା ବନ୍ଦ କର, ତ୍ରିଲୋଚନପୁର ପଞ୍ଚାୟତ ଅଫିସରୁ ସିଆରପିଏଫଙ୍କୁ ହଟାଓ, ଲାଞ୍ଜିଗଡରେ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କର, କାଶ୍ମୀରଙ୍କ ଉପରେ ହେଉଥିବା ଜୁଲୁମ ବନ୍ଦ କର ବୋଲି ପୋଷ୍ଟରରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ) ନାମରେ ଏସବୁ ଉଲ୍ଲେଖ ଅଛି।

Advertisement