ADVERTISEMENT
Home ଜିଲ୍ଲା ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲାର ଗ୍ରାମ ପଞ୍ଚାୟତର ଜିଆର ଏସ ଲକ୍ଷ୍ମୀପ୍ରିୟା ସାହୁ

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲାର ଗ୍ରାମ ପଞ୍ଚାୟତର ଜିଆର ଏସ ଲକ୍ଷ୍ମୀପ୍ରିୟା ସାହୁ

326
ADVERTISEMENT

ପୁରୀ ,୧୫/୧୦( ଡି.ଏଚ) : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ କୁଳଶିଖରପାଟଣା ଗ୍ରାମ ପଞ୍ଚାୟତର ଜିଆରଏସ ଲକ୍ଷ୍ମୀପ୍ରିୟା ସାହୁ। ବରାଗଡ଼ ଗ୍ରାମର ସିପୁ ସ୍ବାଇଁଙ୍କ ଠାରୁ ବିଜୁ ପକ୍କା ଘର ଯୋଜନାରେ ବୋନସ ୨୦,୦୦୦ ଟଙ୍କା କରାଇ ଦେବା ପାଇଁ ୨୦୦୦(୨ହଜାର) ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

Advertisement