Thursday, November 5, 2026
ADVERTISEMENT
Home ଖୋର୍ଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ଶୁଭ୍ରାଂଶୁର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ଶୁଭ୍ରାଂଶୁର ମୃତ୍ୟୁ

338
ADVERTISEMENT

ଭୁବନେଶ୍ୱର ,୧୫/୧୦( ଡି.ଏଚ ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି | ଅସୁସ୍ଥ ଥିବାରୁ ୧୪ ଦିନ ଧରି ଚିକିତ୍ସାଧୀନ ଥିଲା ଶୁଭ୍ରାଂଶୁ | ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ସଂଖ୍ୟା ୭କୁ ଖସିଲା ।

Advertisement