ଖୋର୍ଦ୍ଧା ଜିଲ୍ଲା ଚିଲିକା କୂଳର କାଙ୍କଣ ଶିଖରୀ” କୁଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

3
ADVERTISEMENT

ଖୋର୍ଦ୍ଧା,୧୭।୭(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଚିଲିକା କୂଳର କାଙ୍କଣ ଶିଖରୀ” କୁଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ୩ଟି ନୌକାକୁ ଗୋଟିଏ ରଜ୍ଜୁରେ ବନ୍ଧା ଯିବା ପରେ ନିର୍ମାଣ ହୋଇଥିବା ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଚିଲିକାର ନୀଳ ଜଳରାଶି ପାଲଟି ଯାଇଥାଏ ବଡ଼ଦାଣ୍ଡ । ଏହି ବିରଳ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ- ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । କିନ୍ତୁ “କାଙ୍କଣ ଶିଖରୀ” କୁଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ମନ୍ଦିରକୁ ଫେରିଥାନ୍ତି ।

Advertisement