ଭିଜିଲାନ୍ସ ଜାଲରେ ଥାନା ଏଏସଆଇ ଅକ୍ଷୟ କୁମାର ସେଠୀ।

1
ADVERTISEMENT

ଖୋର୍ଦ୍ଧା,୧୧।୦୭ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଖୋର୍ଦ୍ଧାର ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ। ସେ ଏକ ଜମିଜମା ମାମଲାରେ ରଫାଦଫା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଭିଯୋଗକାରୀ ଜଣକ ଏଏସ୍ଆଇଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

Advertisement