ଜଟଣୀ,୦୨।୧୦(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ଭସାଣି ଶୋଭାଯାତ୍ରା ବେଳେ ଡିଜେର ଅତ୍ୟଧିକ ଶବ୍ଦ ଏବଂ ଭାଇବ୍ରେଟର ଯୋଗୁ ଏକ ବ୍ୟାଙ୍କ୍ ଛାତରୁ ସ୍ଲାବ୍ ଭୁଶୁଡ଼ି ପଡ଼ି ବା ଫଳରେ ଜଣଙ୍କର ମୃତ୍ୟୁ ହେବl ସହ ୭ ଜଣ ଆହତ ହେଇଥିଲେ । ତେବେ ଏହି ଘଟଣାରେ ଜଟଣୀ ଥାନା ପୋଲିସ ଦୁଇ ଜଣ DJ ମାଲିକଙ୍କୁ ଗିରଫ କରିଛି ।


















