Thursday, August 27, 2026
ADVERTISEMENT
Home ଜିଲ୍ଲା କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ପରିବା ଦର ଆକାଶ ଛୁଆଁ

କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ପରିବା ଦର ଆକାଶ ଛୁଆଁ

400
ADVERTISEMENT

ଢେଙ୍କାନାଳ,୧୨/୧୦,(ଡ଼ି.ଏଚ) : କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଗଲାଣି କେ.ଜି ପ୍ରତି ବାଇଗଣ- 40 ଟଙ୍କା, ଭେଣ୍ଡି -40, କୋବି -40,ଏମିତିକି ବିଲାତି କେଜି ପ୍ରତି 50ଟଙ୍କାରେ ପହଞ୍ଚି ସାରିଲାଣି । ସୂଚନା ଯୋଗ୍ୟ ଯେ ଅଶନ୍ତା କାଲି କୁମାର ପୁର୍ଣିମା ଠାରୁ ଢେଙ୍କାନାଳର ମୂଖ୍ୟ ପୂଜା ମାଁ ଗଜଲକ୍ଷ୍ମୀ ପୂଜା ଦୀର୍ଘ ଦିନ ବ୍ୟାପି ଆରଂଭ ହେବ ସାରା ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ବ୍ୟବସାୟୀ ଏକାଠି ହେବେ ଆଶାତିତ ଦରବୃଦ୍ଧି ଲକ୍ଷ୍ମୀପୂଜାକୁ ଫିକା କରିଦେବାର ସମ୍ଭାବନା ଅଛି ।

Advertisement