Thursday, August 27, 2026
ADVERTISEMENT
Home ଆଞ୍ଚଳିକ ଖୁସି ନାମକ ବସ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା l

ଖୁସି ନାମକ ବସ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା l

11
ADVERTISEMENT

ଢେଙ୍କାନାଳ,୧୩|୦୭(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ-ହରିପୁର ରାସ୍ତାରେ ଖୁସି ନାମକ ବସ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଏଥିରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ବସ୍ ର କିଛି ଅଂଶ ମଧ୍ୟ ଭାଙ୍ଗିଥିବା ଜଣାପଡିଛି।

Advertisement