ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ l

3
ADVERTISEMENT

ଢେଙ୍କାନାଳ,୦୪।୦୭(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାପୁର ଅଞ୍ଚଳ6ର ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ହଠାତ୍ ବର୍ଷା ଓ ବଜ୍ରପାତ ଘଟି ଜଣେ ବରଯାତ୍ରୀଙ୍କର ମୃତ୍ୟୁ l ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଚନ୍ଦ୍ରଶେଖର ପ୍ରସାଦ ଗାଁରୁ ବର ଓ ବରଯାତ୍ରୀ ଦଳ ରଞ୍ଜା ଗାଁସ୍ଥିତ କନ୍ୟା ଘରକୁ ଯାଉଥିଲେ।

Advertisement