Friday, November 20, 2026
ADVERTISEMENT
Home ଜାତୀୟ ପାକିସ୍ତାନର ୟୁଟର୍ଣ୍ଣ : କହିଲେ ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ

ପାକିସ୍ତାନର ୟୁଟର୍ଣ୍ଣ : କହିଲେ ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ

310
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଭାରତ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରି ଦେଇଥିବା ସୂଚନା ମିଳିଥିଲା। ହେଲେ ଗୁରୁବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶି କହିଛନ୍ତି, ପାକିସ୍ତାନ ଭାରତ ପାଇଁ ତା’ର ଆକାଶମାର୍ଗ ବନ୍ଦ କରି ନାହିଁ। ଏହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି । କାରଣ ଏବିଷୟରେ ପ୍ରଧାନମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Advertisement