Friday, November 20, 2026
ADVERTISEMENT
Home ଜାତୀୟ ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

277
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ନିଆରା ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର ୧୭ରେ ମୋଦିଙ୍କ ଜନ୍ମଦିନ ପଡୁଥିବା ବେଳେ ଭାଜପା ପକ୍ଷର ଏହାକୁ ସର୍ଭ ଦ ପିପୁଲ ଓ୍ବିକ୍‌ ବା ‘ସେବା ସପ୍ତାହ’ ଭାବେ ପାଳନ କରିବାକୁ ଭାଜପା ନିଷ୍ବତ୍ତି ନେଇଛି।

Advertisement