Thursday, September 10, 2026
ADVERTISEMENT
Home Uncategorized ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଚାକିରୀ ନାଁରେ ଠକେଇ l

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଚାକିରୀ ନାଁରେ ଠକେଇ l

1
ADVERTISEMENT

ଭଦ୍ରକ,୧୦/୦୯(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଚାକିରୀ ନାଁରେ ଠକେଇ l ଜଗନ୍ନାଥ ବହଳିଆ ନାମକ ଯୁବକ ନିଜକୁ ନେତା, ମନ୍ତ୍ରୀଙ୍କ ପରିଚୟ ଦେଇ ଟଙ୍କା ନେଇ ଚାକିରି ନାଁରେ ନକଲି ପୋଷ୍ଟିଂ ଲେଟର ଦେଉଥିଲା । ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ ଉକ୍ତ ଯୁବକକୁ ଦୀଘାରୁ କାବୁ କରି ତା ନିକଟରୁ ବହୁ ଫର୍ମ ଓ ନକଲି ଦସ୍ତାବିଜ ଜବତ କରିଛି ।ଏବଂ ସେ ବିଭିନ୍ନ ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକିଥିବା ନେଇ ପୋଲିସ ସୂଚନା ଦେଇଛି ।

Advertisement