Saturday, September 12, 2026
ADVERTISEMENT
Home Uncategorized ଭିଜିଲାନ୍ସ ଜାଲରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ ।

ଭିଜିଲାନ୍ସ ଜାଲରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ ।

3
ADVERTISEMENT

ଖଲ୍ଲିକୋଟ,୧୨।୦୯ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ସେ ଏକ ମାମଲାର ରଫାଦଫା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫,୦୦୦ ଟଙ୍କା ଲାଂଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି l ଏବଂ ତାଙ୍କଠାରୁ ଲାଂଚ ଟଙ୍କା ଜବତ କରାଯିବା ସହ ସେ ସଂପୃକ୍ତ ଥିବା ସ୍ଥାନଗୁଡିକରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

Advertisement