Friday, September 11, 2026
ADVERTISEMENT
Home Uncategorized ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ଜେଏମ୍ଏଫ୍ସି କୋର୍ଟର କିରାଣୀ ଅଚ୍ୟୁତ ପ୍ରଧାନ।

ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ଜେଏମ୍ଏଫ୍ସି କୋର୍ଟର କିରାଣୀ ଅଚ୍ୟୁତ ପ୍ରଧାନ।

1
ADVERTISEMENT

ମାଲକାନଗିରି,୧୧।୦୯(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ଜେଏମ୍ଏଫ୍ସି କୋର୍ଟର କିରାଣୀ ଅଚ୍ୟୁତ ପ୍ରଧାନ। ସେ ଏକ ମାମଲାର ରଫାଦଫା ପାଇଁ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କାଜବତ କରିବା ସହ ତାଙ୍କ ଘର ସମେତ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Advertisement