ବରଗଡ଼,୧୦/୦୯(ଡ଼ି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ଭଟଲି ଥାନା ଅଧୀନ ବଡ଼ମାଳ ଅଞ୍ଚଳରେ ପୁଲିସର ଯାଞ୍ଚ ବେଳେ ଭୂତଳରେ ନିର୍ମାଣ ଏକ ଗୁପ୍ତ ଚାମ୍ବରରୁ ୮୧୩ ଟି ବୋତଲ କଫ୍ ସିରପ ଓ ନଗଦ ୩ ଲକ୍ଷ ୩୩ ହଜାର ଟଙ୍କା ସହ ଏକ କାର ଜବତ । ଏବଂ ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଛି।



















