Wednesday, September 9, 2026
ADVERTISEMENT
Home Uncategorized ବ୍ରହ୍ମପୁର ଏମକେସିଜି ମେଡିକlଲ କଲେଜ ହଷ୍ଟେଲରୁ ନିଖୋଜ ଥିବl ଏମବିବିଏସ ଛ।ତ୍ର ସ।ଗର ସ।ହୁ...

ବ୍ରହ୍ମପୁର ଏମକେସିଜି ମେଡିକlଲ କଲେଜ ହଷ୍ଟେଲରୁ ନିଖୋଜ ଥିବl ଏମବିବିଏସ ଛ।ତ୍ର ସ।ଗର ସ।ହୁ ଉଦ୍ଧ।ର l

3
ADVERTISEMENT

ବ୍ରହ୍ମପୁର ,୦୯।୦୯(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏମକେସିଜି ମେଡିକ।ଲ କଲେଜ ହଷ୍ଟେଲରୁ ନିଖୋଜ ଥିବ। ଏମବିବିଏସ ଛ।ତ୍ର ସ।ଗର ସ।ହୁ ମୟୁରଭଞ୍ଜ ଜିଲ।ର ତିରିଂଥlନ। ଅଞ୍ଚଳରୁ ଉଦ୍ଧ।ର ହୋଇଛ l ସେ ଏକ ବସରେ ଝ।ଡଖଣ୍ଡ ପଟୁ ଆସୁଥିବ। ବେଳେ କଣ୍ଡକ୍ଟରଙ୍କ ମୋବ।ଇଲରୁ ନିଜ ବ।ପ।ଙ୍କୁ ଫେ।ନ କରି ସେ ଫେରୁଥିବ। ଜଣ।ଇଥିଲେ । ଖବରପ।ଇ ପୁଲିସ ସ।ଗରଙ୍କୁ ଉଦ୍ଧ।ର କରିଛି ।

Advertisement