Wednesday, September 23, 2026
ADVERTISEMENT
Home ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ l

ରାଜଧାନୀ ଦିଲ୍ଲୀରେ ପୁଣି ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ l

28
ADVERTISEMENT

ନୂଆଦିଲ୍ଲୀ,୧୪।୦୫(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଦିଲ୍ଲୀରେ ପୁଣି ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦିଲ୍ଲୀର ରାଣୀ ବାଗ ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଚଳନ୍ତା ବସ୍ରେ ଗଣଦୁଷ୍କର୍ମ ହୋଇtଥିବାବେଳେ ଏହି ଘଟଣାରେ ପୁଲିସ ବସ କୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisement