Saturday, September 26, 2026
ADVERTISEMENT
Home ଜାତୀୟ ଅସ୍ତ୍ରବିରତି ଘୋଷଣା ପରେ ବି ଇସ୍ରାଏଲ୍ ର କ୍ଷେପଣାସ୍ତ୍ର ମାଡ଼ l

ଅସ୍ତ୍ରବିରତି ଘୋଷଣା ପରେ ବି ଇସ୍ରାଏଲ୍ ର କ୍ଷେପଣାସ୍ତ୍ର ମାଡ଼ l

31
ADVERTISEMENT

ନୂଆଦିଲ୍ଲୀ,୦୯।୪(ଡ଼ି.ଏଚ ବ୍ୟୁରୋ):-ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଛି। କିନ୍ତୁ ଇସ୍ରାଏଲ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି କରି ଲେବାନନ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଇରାନ ଉତକ୍ଷିପ୍ତ ହୋଇ ହର୍ମୁଜ ପ୍ରଣାଳୀରେ ପଣ୍ୟ କାରବାରକୁ ରୋକିଛି।

Advertisement