Saturday, September 26, 2026
ADVERTISEMENT
Home ଜାତୀୟ ନିର୍ବାଚନ କମିଶନଙ୍କ ଚଢ଼ାଉ,୫ଟି ରାଜ୍ୟରୁ ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ ।

ନିର୍ବାଚନ କମିଶନଙ୍କ ଚଢ଼ାଉ,୫ଟି ରାଜ୍ୟରୁ ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ ।

35
ADVERTISEMENT

ନୂଆଦିଲ୍ଲୀ,୦୭।୪(ଡ଼ି.ଏଚ ବ୍ୟୁରୋ):- ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ ଡ୍ରଗ୍ସ ଉପରେ ନିର୍ବାଚନ କମିଶନଙ୍କ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ,ଓ ପୁଡ଼ୁଚେରୀରୁ ୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରାଯାଇଛି ।

Advertisement