Saturday, September 26, 2026
ADVERTISEMENT
Home ଜାତୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧର ନୋ କିଙ୍ଗ୍ସ” ପ୍ରତିବାଦ ଆରମ୍ଭ ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧର ନୋ କିଙ୍ଗ୍ସ” ପ୍ରତିବାଦ ଆରମ୍ଭ ହୋଇଛି।

34
ADVERTISEMENT

ନୂଆଦିଲ୍ଲୀ,୨୯।୦୩(ଡ଼ି.ଏଚ ବ୍ୟୁରୋ):- ଆମେରିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧର ନୋ କିଙ୍ଗ୍ସ” ପ୍ରତିବାଦ ଆରମ୍ଭ ହୋଇଛି। ଆମେରିକାର ପ୍ରାୟ ୫୦ଟି ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଟ୍ରମ୍ପଙ୍କ ନୀତି, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଇରାନ ବିରୁଦ୍ଧରେ ଯୁଦ୍ଧ ପ୍ରତିବାଦ ଆରମ୍ଭ କରି ସ୍ଲୋଗାନ ଦେଇଛନ୍ତି ।

Advertisement