Thursday, September 24, 2026
ADVERTISEMENT
Home ଜାତୀୟ ଦିଲ୍ଲୀ ପାଲମ ଅଞ୍ଚଳର ସାଧ ନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ l

ଦିଲ୍ଲୀ ପାଲମ ଅଞ୍ଚଳର ସାଧ ନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ l

32
ADVERTISEMENT

ନୂଆଦିଲ୍ଲୀ,୧୮/୩(ଡ଼ି.ଏଚ ବ୍ୟୁରୋ):- ଦିଲ୍ଲୀ ପାଲମ ଅଞ୍ଚଳର ସାଧ ନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ୩୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛ। ମିଳିଥିବା ସୂଚନା ଅନୁଯାୟୀ ତଳ ମହଲାରେ ଥିବା ଏକ କସମେଟିକ୍ସ ଦୋକାନରେ ନିଆଁ ଲାଗିବା ପରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା।

Advertisement