Saturday, September 26, 2026
ADVERTISEMENT
Home ଜାତୀୟ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା (ଇଡି)...

ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା (ଇଡି) ।

37
ADVERTISEMENT

ନୂଆଦିଲ୍ଲୀ,୧୩।୦୩(ଡ଼ି.ଏଚ ବ୍ୟୁରୋ):- ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା (ଇଡି) । ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ମାଲିକାନାରେ ରହିଥିବା ବେଳେ ଏହି ଦୁଇଟି କମ୍ପାନୀର ସମ୍ପତ୍ତି ଜବତ କରିବାକୁ ମାର୍ଚ୍ଚ ୧୧ରେ ଇଡିକୁ ନିର୍ଦେଶ ମିଳିଥିଲା। ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ ଉଲ୍ଲଘଂନ ଅଭିଯୋଗରେ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Advertisement