ନୂଆଦିଲ୍ଲୀ,୦୪।୦୨(ଡ଼ି.ଏଚ ବ୍ୟୁରୋ):-ବ୍ରାଜିଲରେ ଏକ ତୀର୍ଥଯାତ୍ରୀ ବସ୍ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ । ବସ୍ ଟି ୬୦ରୁ ଅଧିକ ଲୋକଙ୍କୁ ନେଇ ତୀର୍ଥରୁ ଫେରୁଥିବାବେଳେ ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା। ମୃତକଙ୍କ ମଧ୍ୟରେ ସାତଜଣ ମହିଳା, ପାଞ୍ଚ ଜଣ ପୁରୁଷ ଓ ଚାରି ଜଣ ଶିଶୁ ଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି।





















