Friday, September 25, 2026
ADVERTISEMENT
Home ଜାତୀୟ ଟ୍ରେନ୍ ଦୁର୍ଘଟଣା,୨୨ ଜଣଙ୍କର ମୃତ୍ୟୁ ।

ଟ୍ରେନ୍ ଦୁର୍ଘଟଣା,୨୨ ଜଣଙ୍କର ମୃତ୍ୟୁ ।

47
ADVERTISEMENT

ନୂଆଦିଲ୍ଲୀ,୧୪/୦୧(ଡ଼ି.ଏଚ ବ୍ୟୁରୋ):-ଥାଇଲାଣ୍ଡ ନାଖୋନ୍ ରତଚାସୀମା ପ୍ରୋଭିନ୍ସରେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। କ୍ରେନ୍‌ ଖସି ପଡ଼ିବାରୁ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇ ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଥିଲା। ଲାଇନଚ୍ୟୁତ ହୋଇ ଟ୍ରେନ୍‌ରେ ନିଆଁ ଲାଗିଥିଲା। ଉଦ୍ଧାର କାମ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବ୍ୟାଙ୍କକ୍ ଠାରୁ ପ୍ରାୟ ୨୩୦ କିଲୋମିଟର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ନାଖୋନ୍ ରତଚାସୀମା ପ୍ରଦେଶର ଶିଖିଓ ଜିଲ୍ଲାରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।

Advertisement