ଭାରସ୍ୟାମ ହରାଇ ୫୦୦ଫୁଟ ଖାଇକୁ ଖାଇକୁ ଖସିଲା ବସ୍,୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ।

5
ADVERTISEMENT

ନୂଆଦିଲ୍ଲୀ,୧୦।୦୧(ଡ଼ି.ଏଚ ବ୍ୟୁରୋ):-ହିମାଚଳ ପ୍ରଦେଶର ସିରମୋର ଜିଲ୍ଲା ହରିପୁରଧାରରେ ଭାରସ୍ୟାମ ହରାଇ ୫୦୦ଫୁଟ ଖାଇକୁ ଖାଇକୁ ଖସିଲା ବସ୍ । ଦୁର୍ଘଟଣାରେ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୩୩ଜଣ ଯାତ୍ରୀ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ପ୍ରଧାନ ମନ୍ତ୍ରୀ ମୋଦୀ ମୃତକଙ୍କ ପରିବାରକୁ ୨ଲକ୍ଷର ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିବାବେଳେ ଉକ୍ତ ବସ୍ ଟି ସିମଲା ରୁ କୁପଭି ଯାଉଥିଲା ।

Advertisement