ନୂଆଦିଲ୍ଲୀ,୨୦/୧୨(ଡ଼ି.ଏଚ ବ୍ୟୁରୋ):-ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ସାଇରାଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଏକ୍ସପ୍ରେସର ଇଞ୍ଜିନ ସମେତ ୫ ବଗି ଲାଇନଚ୍ୟୁତ ହୋଇଛି। ବିଳମ୍ବିତ ରାତିରେ ହାତୀ ପଲ ରେଳ ଟ୍ରାକ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।






















