ବ୍ରହ୍ମପୁର,୦୮/୧୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ରେଳ ଷ୍ଟେସନରେ ବେଆଇନ ଗଂଜେଇ ଚାଲାଣ ବେଳେ ଜିଆରପି ପୋଲିସ ୧୭.୫୦୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଗଂଜେଇ ବ୍ୟବସାୟୀଙ୍କୁ ଗିରଫ କରଛି । ଗିରଫ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗମୁର୍ଶିଦାବାଦ ଜିଲ୍ଲାର ହୋଇଥିବାବେଳେ ସେମାନେ ଉକ୍ତ ଗଂଜେଇ କୁ ୨୩ଟି ବ୍ୟାକପ୍ୟାକ୍ ଓ ୧୦ଟି କ୍ରିକେଟ୍ ବ୍ୟାଟ୍ ଭିତରେ ଲୁଚାଇ ରଖି ଚାଲାଣ କରୁଥିଲେ ।






















