Uncategorized ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସୁରଜ । By Dunia Halchal - September 13, 2025 46 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର,୧୩/୯(ଡ଼ି.ଏଚ ବ୍ୟୁରୋ):-ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସୁରଜ । ବ୍ରହ୍ମପୁର ମେଣ୍ଟୁ ଛକରେ ଯୁବକ ସୁରଜ ସାହୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଗୁରୁତର ଅବସ୍ଥାରେ ଦୁଇ ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଧୀନ ଥିବାବେଳେ ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । Advertisement