ଅନୁଗୁଳ ଭିଜିଲାନ୍ସ ଜାଲରେ ଅନୁଗୁଳର କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା l By Dunia Halchal - August 18, 2025 49 Share FacebookTwitterPinterestWhatsApp ADVERTISEMENT ଅନୁଗୁଳ,୧୮/(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଅନୁଗୁଳର କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଘର ସମେତ ଅନୁଗୁଳ, ଭୁବନେଶ୍ୱର, ସୁନ୍ଦରଗଡ, ଗଞ୍ଜାମ ଓ ରାଉରକେଲାରେ ଚଢାଉଜାରି କରିଥିବା ସୂଚନା । Advertisement